🔴||LIVE || MANTHAN| ବାବୁଗିରି ଛଡେଇ ଦେବ ବିଜେପି ! Odisha Reporter
🔴LIVE || ବାବୁଗିରି ଛଡେଇ ଦେବ ବିଜେପି !|| MANTHAN || Odisha Reporter || ସରକାରୀ ବାବୁ ସାବଧାନ। ସରକାରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ବାବୁମାନେ ଏବେ ବିଜେଡିର ଏଜେଣ୍ଟ ସାଜିଛନ୍ତି। ବିଜେଡି ପାଇଁ କାମ କରୁଥିବା ନେଇ ବିଜେପି ବାରଂବାର ଅଭିଯୋଗ କରିଆସୁଛି। ନିର୍ବାଚନ ବେଳେ ଏଭଳି ବାବୁମାନେ ବଡ ଭୂମିକା ଗ୍ରହଣ କରନ୍ତି। ସମ୍ବିଧାନର ନିୟମ ଅନୁସାରେ ବାବୁମାନେ ସବୁବେଳେ ନିରପେକ୍ଷ ରହିବା କଥା। ସେମାନେ କୌଣସି ଦଳର କର୍ମୀ […]