Twin Towers Demolition Live | Noida Supertech Towers Update | ୭୦ କୋଟିରେ ତିଆରି ୨୦ କୋଟିରେ ହେବ ଧ୍ବଂସ

Noida Twin Towers Demolition Live Updates I ନୋଏଡ଼ା ଟ୍ବିନ୍ ଟାୱାର ଡିମୋଲିସନ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଟାଇମ ଫିକ୍ସ, ଡେଟୋନେଟର ବି ଫିକ୍ସ । ଆଜି ଅପରାହ୍ନ ଅଢ଼େଇଟାରେ ଫାଇନାଲ ଆକ୍ସନ ଏବଂ ତା ପରବର୍ତ୍ତୀ ରିଆକ୍ସନକୁ ଅପେକ୍ଷା I ଟୁଇନ ଟାୱାରରେ ବିସ୍ଫୋରଣ ପାଇଁ ଗତ ୧୩ ତାରିଖରୁ ଉଭୟ ଅଟ୍ଟାଳିକାରେ ଆରମ୍ଭ ହୋଇଥିଲା ବାରୁଦ ଖଞ୍ଜା I #twintowers #odianews #odiasamachar #livestreaming #live #Odianews #News18odialive […]