India US Drone Deal News Live | ପୁଣି ସର୍ଜିକାଲ ଷ୍ଟ୍ରାଇକ ପ୍ଲାନ ! Surgical Strike | Pakistan |Odia News

LIVE: India US Drone Deal | Latest News Update: ପୁଣି ହେବକି ସର୍ଜିକାଲ ଷ୍ଟ୍ରାଇକ ? ସାବଧାନ ପାକିସ୍ତାନ, ଆସୁଛି ଶିକାରୀ ଡ୍ରୋନ | ଶତ୍ରୁର କାର୍ଯ୍ୟକଳାପ ଉପରେ ଗୁପ୍ତ ଭାବେ ନଜର ରଖିବାକୁ ଆସୁଛି ଧୁରନ୍ଦର ଶିକାରୀ । ସମୁଦ୍ର ହେଉ ବା ପାହାଡ , ସବୁଠି ଶତ୍ରୁକୁ ଖୋଜି ବାହାର କରିବା ସହ ନିପାତ କରିବ । ଦୁନିଆଁର ସବୁଠୁ ଶକ୍ତିଶାଳୀ ଶିକାରୀ , ଯାହାର ନାଁ ହେଉଛି ‘ଆର୍ମଡ୍ ଏମ-କ୍ୟୁ-୯-B […]