Live | Gujarat Election 2022 | ଜମିଲା ପୋଲ୍ ପଲିଟିକ୍ସ | AAP | Isudan Gadhvi | BJP | Odia News

Gujarat Election 2022 | ଗୁଜୁରାଟ CM ପ୍ରାର୍ଥୀ ଘୋଷଣା କରିଲା ଆମ ଆଦମୀ ପାର୍ଟି . ଈସୁଦାନ ଗଡ଼ଭି ହେଲେ ଆମ ଆଦମୀ ପାର୍ଟିର ସିଏମ ପ୍ରାର୍ଥୀ . ସାମ୍ବାଦିକତାରୁ ରାଜନୀତିରେ ପାଦ ଥାପିଥିଲେ ସେ .ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ . ୨ ଟି ପର୍ଯ୍ୟାୟରେ ୧୮୨ ଆସନ ପାଇଁ ଭୋଟ ନିଆଯିବ . ଡିସେମ୍ବର ୧ ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ୫ ତାରିଖରେ ହେବ […]