Bihar Political Crisis LIVE Updates I Nitish Kumar ITejashwi Yadav I Odisha Latest News |News18 Odia

Bihar Political Crisis Updates | ବିହାରରେ ଭାଙ୍ଗିଲା ବିଜେପି- JDU ମେଣ୍ଟ . ୪ ଟା ବେଳେ ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ Nitish Kumar . ଆଜି ରାଜ୍ୟପାଳଙ୍କୁ ଭେଟିଲେ ତେଜସ୍ୱି ଓ ନୀତିଶ . ପୁଣି ଥରେ RJD JDU ମେଣ୍ଟ ଗଢ଼ିବ ସରକାର . ନୀତିଶଙ୍କ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇଲେ ନୀତିଶ . ତେବେ କାହିଁକି ମେଣ୍ଟରୁ ଓହରିଲେ ନୀତିଶ ? କଣ ରହିଛି ଏହାର କାରଣ ? […]