LIVE : Balasore Girl News I Subhadra's letter to CM I Naveen Pattnaik I Odia News I News18 Odia

LIVE : Balasore Girl I Subhadra’s letter CM naveen I ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ କୋହଭରା ଚିଠି । ବାଲେଶ୍ବର ଜିଲ୍ଲା ରେମୁଣ୍ଡା ବ୍ଲକ ପାଟଣାରାଇପୁର ଗାଁର ଶ୍ରୀନିବାସ ପଣ୍ଡାଙ୍କ ଝିଅ ସୁଭଦ୍ରା ଲେଖିଛନ୍ତି ଚିଠି । ବାପାଙ୍କ ମୃତ୍ୟୁ ପରେ କେମିତି ବଞ୍ଚିବେ, ସେଥିପାଇଁ ଅନୁନୟ ବିନୟ ହୋଇ ଚିଠି ଲେଖିଛନ୍ତି ଶୁଭଶ୍ରୀ । ଚିଠିରେ ଶୁଭଶ୍ରୀ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ସାର୍, ମୁଁ ବଡ଼ ହେବା ପରେ ଜାଣିଲି, ମୋତେ […]