Ad banner
Ad banner

🔴LIVE|| MANTHAN|| ଅଶ୍ଲୀଳ ଡ୍ୟାନ୍ସ, ସୀମା ନିର୍ଦ୍ଧାରଣ କରିବ କିଏ? | Odisha Reporter

2023ରେ ନିୟମ କରିଥିଲେ ପୂର୍ବତନ ସରକାର। ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଯାଇଥିଲା। ଏବେ ପୁଣି ସମାନ କଥା ଉଠାଇଛନ୍ତି ଏବେକାର ସରକାର। ଏହାରି ଭିତରେ ପ୍ରଶ୍ନ ଉଠୁଛି, ଅଶ୍ଳୀଳତାର ସଂଜ୍ଞା ନିର୍ଦ୍ଧାରଣ କରିବ କିଏ? ଏଥିପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଆବଶ୍ୟକ ନୁହେଁ କି ?

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #manthan #itemdance #jatralover #odiajatra #itemdanceinstreet #odiaasmitha #odiaculture

source#LIVE #MANTHAN #ଅଶଲଳ #ଡୟନସ #ସମ #ନରଦଧରଣ #କରବ #କଏ #Odisha #Reporter

(Visited 3 times, 1 visits today)

You Might Be Interested In

Leave a Reply