Ad banner
Ad banner

Live | Elon Musk changed twitter logo | ଟ୍ବିଟରରୁ ଉଡ଼ିଗଲା ନୀଳ ଚଢ଼େଇ | Twitter | Odia News

Live | Elon Musk changed twitter logo | ଟ୍ବିଟରରୁ ଉଡ଼ିଗଲା ନୀଳ ଚଢ଼େଇ | Twitter | Odia News

Twitterରୁ ନୀଳ ଚଢ଼େଇ ଗାୟବ, Twitterରେ ଏକ ବଡ଼ଧରଣର ପରିବର୍ତ୍ତନ | Odia News
Twitter’s blue bird is now replaced by the Shiba Inu dog meme, which is also the logo of the Dogecoin cryptocurrency. Oddly enough, the change to Doge is only visible on the web version of Twitter and not on the Twitter app.Musk confirmed the change from Blue Bird to Doge via his Twitter account. The Twitter CEO first tweeted a meme of a police officer checking a document, while Doge says it’s an old photo.
ଟ୍ବିଟରରୁ ନୀଳ ଚଢ଼େଇ ଗାୟବ । ଏଲନ ମସ୍କ ଏବେ କୁକୁରକୁ ଏହାର ଲୋଗୋ ସ୍ଥାନରେ ରଖିବାକୁ ଯାଉଛନ୍ତି । ମସ୍କଙ୍କ ଟ୍ବିଟ୍ ଆସିବା ପରେ ସ୍ପଷ୍ଟ ହୋଇଛି ବଦଳିବ ଟ୍ବିଟରର ଲୋଗୋ । ନୀଲ ଛଢେଇ ବଦଳରେ ଏକ କୁକୁରଙ୍କ ଛବିକୁ ଟ୍ବିଟରର ଲୋ��ୋ ସ୍ଥାନରେ ରଖିଛନ୍ତି । ଫଳରେ ଟ୍ବିଟରରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଟ୍ବିଟର ମାଲିକ ଏଲନ ମସ୍କ ଏହା ସହିତ ଦୀର୍ଘ ବର୍ଷର ଟ୍ବିଟରର ପରିଚିତ ଲୋଗୋକୁ ପରିବର୍ତ୍ତନ କରିଦେଇଛନ୍ତି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଟ୍ବିଟରରୁ ନୀଳ ଚଢେଇ ଗାୟବ ହୋଇ ଆଗକୁ ଏହି ଡଗିର ଛବିଟି ନୂଆ ଲୋଗୋ ହେବାକୁ ଯାଉଛି । ସୋମବାର ରାତିରୁ ଟ୍ବିଟର ବ୍ୟବହାରକାରୀଙ୍କ ଟ୍ବିଟର ଆକାଉଣ୍ଟରୁ ନୀଳ ଚଢେଇଟି ଗାୟବ ହୋଇଯାଇଛି ।
#twitter #bluebird #logo #elanmusk #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.

News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ

Please visit our website https://bit.ly/2YaikeJ for latest opinions and detailed news coverage.

Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ

Subscribe our channel to get latest news and updates https://tinyurl.com/y46bt2fm

source#Live #Elon #Musk #changed #twitter #logo #ଟବଟରର #ଉଡଗଲ #ନଳ #ଚଢଇ #Twitter #Odia #News

(Visited 34 times, 1 visits today)

You Might Be Interested In

Leave a Reply