Ad banner
Ad banner

Live: ଫସାଇ ଦେଲା ୨୦୦୦ ଟଙ୍କା ବଣ୍ଡଲ, ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସି ହେଲେ ଗିରଫ |Odia News

Live: ଫସାଇ ଦେଲା ୨୦୦୦ ଟଙ୍କା ବଣ୍ଡଲ, ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସି ହେଲେ ଗିରଫ |Odia News
Two persons were arrested in Bijapur in Chhattisgarh with Rs 8 lakh in Rs 2000 notes allegedly belonging to a Naxalite commander. Gajendra Madvi and Laxman Kunjam, residents of Basaguda area, were arrested, Bijapur Superintendent of Police Anjneya Varshney said.
ବ୍ୟାଙ୍କକୁ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସି, ନକ୍ସଲ ଗିରଫ । ଏଭଳି ଘଟଣା ଦେଖିବାକୁ ମିଳିଛି ପଡୋଶୀ ଛତିଶଗଡର ବିଜାପୁର ଜିଲ୍ଲାରେ । ବ୍ୟାଙ୍କକୁ ୮ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସିଥିଲା ମାଓବାଦୀ । ମାଓବାଦୀ ପାଖରେ ଥିଲା ବିଡା ବିଡା ୨ ହଜାର ଟଙ୍କିଆ ନୋଟ୍ । ଜଣେ ବ୍ୟକ୍ତି ନିକଟରେ ଏତେ ଟଙ୍କାର ୨ ହଜାର ଟଙ୍କିଆ ବଣ୍ଡଲ ଦେଖିବା ପରେ ବ୍ୟାଙ୍କରୁ ଥାନାକୁ ଜଣାଯାଇଥିଲା ।
#OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.

News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ

Please visit our website https://bit.ly/2YaikeJ for latest opinions and detailed news coverage.

Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ

Subscribe our channel to get latest news and updates https://tinyurl.com/y46bt2fm

source#Live #ଫସଇ #ଦଲ #୨୦୦୦ #ଟଙକ #ବଣଡଲ #୨ #ହଜର #ଟଙକଆ #ନଟ #ବଦଳଇବକ #ଆସ #ହଲ #ଗରଫ #Odia #News

(Visited 22 times, 1 visits today)

You Might Be Interested In

Leave a Reply