Live: ଦୁଃଖ ବଖାଣିଲେ Kendrapara MLA Shashi Bhusan Beheraଙ୍କ ବୋହୁ Ronali | Exclusive | Odia News
Kendrapara MLA Sashi Bhusan Behera daughter-in-law filed a dauri case against his family. Ronali Behera has filed the FIR at Banki Police Station in Cuttack. Based on the complaint by Ronali Behera, police have registered a case against the Kendrapara BJD MLA, Sashi Bhusan Behera , son Satya Prakash and wife Suprava under sections 498 (A), 294, 506, 34 of IPC Police also slapped section 4 of Dowry Prohibition Act 1961.
ଅଡୁଆରେ କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରା । ଶଶି ଭୂଷଣଙ୍କ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବୋହୂ ରୂନାଲି ବେହେରା । ଏନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଛି । ଶ୍ବଶୁର ଶଶିଭୂଷଣ, ଶାଶୂ ଏବଂ ତାଙ୍କ ପୁଅ ତଥା ସ୍ବାମୀ ସତ୍ୟପ୍ରକାଶଙ୍କ ନାଁରେ ବୋହୂ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଯୌତୁକ ନିର୍ଯାତନା ଦେବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦିଆୟାଉଥିବା ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଛି ।
#kendrapara #mla #sashibhusanbehera #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇ ପାରିବେ ।
Please visit our website https://bit.ly/2YaikeJ for latest opinions and detailed news coverage.
Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe our channel to get latest news and updates https://tinyurl.com/y46bt2fm
source#Live #ଦଖ #ବଖଣଲ #Kendrapara #MLA #Shashi #Bhusan #Beheraଙକ #ବହ #Ronali #Exclusive #Odia #News