NABARANGPUR408 Videos

କୋଭିଡ ୧୯ ଟିକାକରଣ ପାଇଁ ନିମ୍ନୋକ୍ତ ସତର୍କତା ଗୁଡ଼ିକ ଅବଲମ୍ବନ କରନ୍ତୁ। କୋଭିଡ ୧୯ ଲକ୍ଷଣ ଥି…

କୋଭିଡ ୧୯ ଟିକାକରଣ ପାଇଁ ନିମ୍ନୋକ୍ତ ସତର୍କତା ଗୁଡ଼ିକ ଅବଲମ୍ବନ କରନ୍ତୁ। କୋଭିଡ ୧୯ ଲକ୍ଷଣ ଥିବା ଵ୍ୟକ୍ତି, ପ୍ଲାଜମା ଥେରାପି ନେଇଥିବା କୋଭିଡ ସଂକ୍ରମିତ ଓ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଗୁରୁତର ଅସୁସ୍ଥ ରୋଗୀ ୪-୮ ସପ୍ତାହ ପର୍ଯ୍ୟନ୍ତ କୋଭିଡ ଟିକା ନେବା ଅନୁଚିତ। #LargestVaccineDrive #Unite2FightCorona https://t.co/mJauVLW3SE Source by H & FW Dept Odisha

ସତର୍କ ରୁହନ୍ତୁ! ଆପଣଙ୍କର #KYC ଅପଡେଟ୍ କରିବାକୁ କୌଣସି ଅଜ୍ଞାତ ନମ୍ବରକୁ ଫୋନ୍ କରନ୍ତୁ ନାହି…

ସତର୍କ ରୁହନ୍ତୁ! ଆପଣଙ୍କର #KYC ଅପଡେଟ୍ କରିବାକୁ କୌଣସି ଅଜ୍ଞାତ ନମ୍ବରକୁ ଫୋନ୍ କରନ୍ତୁ ନାହିଁ । ସେବା ପ୍ରଦାନକାରୀ ସଂସ୍ଥାମାନେ ଏହିଭଳି କୌଣସି ନମ୍ବରକୁ ଫୋନ୍ କରିବାକୁ ପରାମର୍ଶ ଦିଅନ୍ତି ନାହିଁ, ତେଣୁ #KYC ଅପଡେଟ୍ ସଂକ୍ରାନ୍ତୀୟ ଆସୁଥିବା ସମସ୍ତ SMS କୁ ଅଣଦେଖା କରନ୍ତୁ। https://t.co/3GqrOoySFG Source by Odisha Police

ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ…

ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ଲକ ୱାରୀ ସମୀକ୍ଷା କରାଯାଇଥିଲା। https://t.co/77X4rrVKnA Source by Collector Nabarangpur