NABARANGPUR408 Videos

ଆପଣଙ୍କ ଘରେ ଏବଂ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ସେଠାରେ ଏଡିସ୍ ମଶା ଵଂଶ …

ଆପଣଙ୍କ ଘରେ ଏବଂ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ସେଠାରେ ଏଡିସ୍ ମଶା ଵଂଶ ବୃଦ୍ଧି କରି ଡେଙ୍ଗୁ ବ୍ୟାପିବାର ସମ୍ଭାବନା ସୃଷ୍ଟି କରି ପାରନ୍ତି। ତେଣୁ ଏଭଳି ସ୍ଥାନ ଗୁଡ଼ିକୁ ତୁରନ୍ତ ପରିଷ୍କାର କରନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ। https://t.co/niAwPZNdfV Source by H & FW Dept Odisha

କୋଭିଡ୍ ସଚେତନତା ପରାମର୍ଶ || ୧୪ ମଇ, ୨୦୨୧ ବିଷୟ: ମାସ୍କର ସଠିକ୍ ବ୍ୟବହାର ଏବଂ ଅନ୍ୟାନ୍ୟ କ…

କୋଭିଡ୍ ସଚେତନତା ପରାମର୍ଶ || ୧୪ ମଇ, ୨୦୨୧ ବିଷୟ: ମାସ୍କର ସଠିକ୍ ବ୍ୟବହାର ଏବଂ ଅନ୍ୟାନ୍ୟ କୋଭିଡ୍ ସଠିକ୍ ବ୍ୟବହାର ଦ୍ବାରା କରୋନା ମୁକାବିଲା #COVIDAppropriateBehaviour ବକ୍ତା: ପ୍ରଫେସର ନିବେଦିତା ପାଣି, ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍, କଟକ ଦେଖିବା ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ: https://t.co/7O2E1hzE1x https://t.co/rbgExKGsAn Source by I & PR Department, Odisha