BHUBANESWAR162 Videos

ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି @bmcbbsr ପକ୍ଷରୁ ଟିକା ଓ ଟେଷ୍ଟିଂ ପାଇଁ ଘରୁ ନେବା ଓ ଆଣିବ…

ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି @bmcbbsr ପକ୍ଷରୁ ଟିକା ଓ ଟେଷ୍ଟିଂ ପାଇଁ ଘରୁ ନେବା ଓ ଆଣିବାର ବ୍ୟବସ୍ଥା କରାଯାଉଛି। ସୋମବାରଠାରୁ ୧୯୨୯କୁ ଫୋନ୍ କଲେ ଉପଲବ୍ଧ ହେଉଥିବା ଏହି ସେବା ଦ୍ୱାରା ଏକୁଟିଆ ରହୁଥିବା କିମ୍ବା ବାହାରକୁ ଆସିପାରୁନଥିବା ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ। #5T #Odisha #MoSarkar https://t.co/YapB5VrjxG Source by MoSarkar 5T

ବୃଦ୍ଧି ପାଉଥିବା #COVID19 ସଂକ୍ରମଣକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ହିତକୁ …

ବୃଦ୍ଧି ପାଉଥିବା #COVID19 ସଂକ୍ରମଣକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ହିତକୁ @bmcbbsr ପକ୍ଷରୁ ଅଗ୍ରାଧିକାର ଦିଆଯାଇଛି। ବିଶେଷ କରି ଏକୁଟିଆ ରହୁଥିବା କିମ୍ବା ବାହାରକୁ ବାହାରି ପାରୁନଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରରେ ଯୋଗାଯୋଗ କଲେ ଟିକା ଓ ଟେଷ୍ଟିଂ ପାଇଁ ବିଏମସିର ସ୍ୱତନ୍ତ୍ର ଟିମ୍ ଘରେ ପହଞ୍ଚିବ। https://t.co/5Bg0qRTfbC Source by CMO Odisha

କୌଣସି ଏକ ନମ୍ବର୍ କୁ କଲ୍ କରି ନିଜର KYC ଅପ୍ ଡେଟ୍ କରିବା କିମ୍ବା ମାଗଣା ମୋବାଇଲ୍ ଡାଟା ମିଳ…

କୌଣସି ଏକ ନମ୍ବର୍ କୁ କଲ୍ କରି ନିଜର KYC ଅପ୍ ଡେଟ୍ କରିବା କିମ୍ବା ମାଗଣା ମୋବାଇଲ୍ ଡାଟା ମିଳିବା ର ପ୍ରତିଶୃତି ଦେଉଥିବା ବିଭ୍ରାନ୍ତକାରୀ ମେସେଜ୍ ଗୁଡିକ ପ୍ରତି ସାବଧାନ ରୁହନ୍ତୁ । ଏଭଳି ମେସେଜ୍ ରେ ଦିଆଯାଇଥିବା କୌଣସି ନମ୍ବର୍ ରେ କଲ୍ କରନ୍ତୁ ନାହିଁ କିମ୍ବା କୌଣସି ଲିଙ୍କ ରେ କ୍ଲିକ୍ କରନ୍ତୁ ନାହିଁ । Source by DCP Bhubaneswar