ସ୍କୁଲସ୍ତରରୁ ପିଲାଙ୍କୁ ଅଲିମ୍ପିକ ପାଇଁ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ‘ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି। ପ୍ରାରମ୍ଭିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲ ଏଥିରେ ସାମିଲ ହୋଇଥିବାବେଳେ ଏହା ଦେଶରେ ନୂଆ ଅଲିମ୍ପିକ ଆନ୍ଦୋଳନର ଅୟାରମ୍ଭ ବୋଲି ସେ କହିଛନ୍ତି। …
ସ୍କୁଲସ୍ତରରୁ ପିଲାଙ୍କୁ ଅଲିମ୍ପିକ ପାଇଁ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ‘ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି। ପ୍ରାରମ୍ଭିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲ ଏଥିରେ ସାମିଲ ହୋଇଥିବାବେଳେ ଏହା ଦେଶରେ ନୂଆ ଅଲିମ୍ପିକ ଆନ୍ଦୋଳନର ଅୟାରମ୍ଭ ବୋଲି ସେ କହିଛନ୍ତି। https://t.co/xmVUcIQukq
Source by CMO Odisha
(Visited 29 times, 1 visits today)