ସେ କହିଛନ୍ତି, “ସବୁ ରାଜ୍ୟ ଟିକାକରଣକୁ ସର୍ବାଧିକ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ନ କଲେ କୌଣସି ରାଜ୍ୟ କୋଭିଡରୁ ସୁରକ୍ଷିତ ହୋଇପାରିବେ ନାହିଁ। ଏଭଳି ସଙ୍କଟ ସମୟରେ ରାଜନୈତିକ ଓ ବ୍ୟକ୍ତିଗତ ମତଭେଦରୁ ଉର୍ଦ୍ଧ୍ୱକୁ ଉଠି ସଂଘୀୟ ବ୍ୟବସ୍ଥା ଆଧାରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ।” …

ସେ କହିଛନ୍ତି, “ସବୁ ରାଜ୍ୟ ଟିକାକରଣକୁ ସର୍ବାଧିକ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ନ କଲେ କୌଣସି ରାଜ୍ୟ କୋଭିଡରୁ ସୁରକ୍ଷିତ ହୋଇପାରିବେ ନାହିଁ। ଏଭଳି ସଙ୍କଟ ସମୟରେ ରାଜନୈତିକ ଓ ବ୍ୟକ୍ତିଗତ ମତଭେଦରୁ ଉର୍ଦ୍ଧ୍ୱକୁ ଉଠି ସଂଘୀୟ ବ୍ୟବସ୍ଥା ଆଧାରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ।” https://t.co/dRgE05LKWd


Source by CMO Odisha

(Visited 5 times, 1 visits today)

About The Author

You Might Be Interested In

Leave a Reply