ସେହିପରି ଗାଈ ବା ମଇଁଷି ପାଇଁ ₹୩୭,୫୦୦ ଓ ବଳଦ ମୃତ୍ୟୁରେ ₹୩୨,୦୦୦ ସହାୟତା ଦିଆଯିବ। ଏଥିସହ ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ପାଇଁ ₹୨୦,୦୦୦ ଓ ଅର୍ଥକରୀ ଫସଲ ଲାଗି ₹୨୫,୦୦୦ ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଘର ନଷ୍ଟ ହେଲେ ବିଜୁ ପକ୍କା ଘର କିମ୍ୱା ସେହି ମୂଲ୍ୟ ସହିତ ଅତିରିକ୍ତ ₹୨୦,୦୦୦ ସହାୟତା ଯୋଗାଇ ଦିଆଯିବ। #Odisha…
ସେହିପରି ଗାଈ ବା ମଇଁଷି ପାଇଁ ₹୩୭,୫୦୦ ଓ ବଳଦ ମୃତ୍ୟୁରେ ₹୩୨,୦୦୦ ସହାୟତା ଦିଆଯିବ। ଏଥିସହ ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ପାଇଁ ₹୨୦,୦୦୦ ଓ ଅର୍ଥକରୀ ଫସଲ ଲାଗି ₹୨୫,୦୦୦ ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଘର ନଷ୍ଟ ହେଲେ ବିଜୁ ପକ୍କା ଘର କିମ୍ୱା ସେହି ମୂଲ୍ୟ ସହିତ ଅତିରିକ୍ତ ₹୨୦,୦୦୦ ସହାୟତା ଯୋଗାଇ ଦିଆଯିବ। #Odisha
Source by CMO Odisha
(Visited 19 times, 1 visits today)