ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ₹୪୫୦ କୋଟିର ୭ଟି ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ବିଦ୍ୟୁତକୁ ବିକାଶର ଜୀବନରେଖା ଦର୍ଶାଇ ଏହାର ଉପଯୁକ୍ତ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। @EnergyOdisha …

ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ₹୪୫୦ କୋଟିର ୭ଟି ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ବିଦ୍ୟୁତକୁ ବିକାଶର ଜୀବନରେଖା ଦର୍ଶାଇ ଏହାର ଉପଯୁକ୍ତ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। @EnergyOdisha https://t.co/xyIiFaQIep


Source by CMO Odisha

(Visited 31 times, 1 visits today)

About The Author

You Might Be Interested In

Leave a Reply