ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବରଙ୍ଗପୁର ଜିଲ୍ଲାର ତୁଳାମଣି ହିଆଲ ସୁବିଧାରେ ନିଜର ଚିକିତ୍ସା କରାଇପାରିଥିବା ଜାଣି ବହୁତ ଖୁସି ହେଲି। ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଚିକିତ୍ସାଜନିତ ଆର୍ଥିକ କଷ୍ଟ ଲାଘବ କରିବାରେ ଏହି ଯୋଜନା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। #BijuSwasthyaKalyanYojana #SusthaOdisha …
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବରଙ୍ଗପୁର ଜିଲ୍ଲାର ତୁଳାମଣି ହିଆଲ ସୁବିଧାରେ ନିଜର ଚିକିତ୍ସା କରାଇପାରିଥିବା ଜାଣି ବହୁତ ଖୁସି ହେଲି। ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଚିକିତ୍ସାଜନିତ ଆର୍ଥିକ କଷ୍ଟ ଲାଘବ କରିବାରେ ଏହି ଯୋଜନା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି।
#BijuSwasthyaKalyanYojana
#SusthaOdisha https://t.co/JUaDBzodx8
Source by Naveen Patnaik
(Visited 42 times, 1 visits today)