କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ମହାମାରୀର ନକରାତ୍ମକ ପ୍ରଭାବ ସତ୍ତ୍ୱେ ଅଭିବୃଦ୍ଧି ହାର ଅବ୍ୟାହତ ରଖିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏଥିସହ ରାଜ୍ୟର ଅର୍ଥନୀତିକୁ କୃଷି, ସେବା ଓ ଶିଳ୍ପ କ୍ଷେତ୍ରର ବଳିଷ୍ଠ ଯୋଗଦାନ ଫଳରେ ଗରିବୀ, ବେକାରୀ ହ୍ରାସ ସହ ମୁଣ୍ଡପିଛା ଆୟ ଦୁଇଗୁଣ ବୃଦ୍ଧି ପାଇଛି। #EcoSurveyOdisha22 …

କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ମହାମାରୀର ନକରାତ୍ମକ ପ୍ରଭାବ ସତ୍ତ୍ୱେ ଅଭିବୃଦ୍ଧି ହାର ଅବ୍ୟାହତ ରଖିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏଥିସହ ରାଜ୍ୟର ଅର୍ଥନୀତିକୁ କୃଷି, ସେବା ଓ ଶିଳ୍ପ କ୍ଷେତ୍ରର ବଳିଷ୍ଠ ଯୋଗଦାନ ଫଳରେ ଗରିବୀ, ବେକାରୀ ହ୍ରାସ ସହ ମୁଣ୍ଡପିଛା ଆୟ ଦୁଇଗୁଣ ବୃଦ୍ଧି ପାଇଛି। #EcoSurveyOdisha22 https://t.co/XNCHndoxKj


Source by CMO Odisha

(Visited 23 times, 1 visits today)

About The Author

You Might Be Interested In

Leave a Reply