ଆମ @KALIAforOdisha ଯୋଜନା ଚାଷୀଙ୍କ କଲ୍ୟାଣ ପାଇଁ ଏକ ଶ୍ରେଷ୍ଠ ଯୋଜନା। ଏହା ଋଣ ଭାର ଲାଘବ କରି ଚାଷୀଙ୍କ ମୁହଁରେ ହସ ଆଣିଛି। ଆଗାମୀ ଖରିଫ ଋତୁ ପାଇଁ କାଳିଆ ଯୋଜନା ସହାୟତା ରାଶି ପ୍ରଦାନ କରି ମୁଁ ଅତ୍ୟନ୍ତ ଖୁସି। ଏହା ଦ୍ୱାରା ରାଜ୍ୟର ୪୨ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାର ଉପକୃତ ହେବେ।…
ଆମ @KALIAforOdisha ଯୋଜନା ଚାଷୀଙ୍କ କଲ୍ୟାଣ ପାଇଁ ଏକ ଶ୍ରେଷ୍ଠ ଯୋଜନା। ଏହା ଋଣ ଭାର ଲାଘବ କରି ଚାଷୀଙ୍କ ମୁହଁରେ ହସ ଆଣିଛି। ଆଗାମୀ ଖରିଫ ଋତୁ ପାଇଁ କାଳିଆ ଯୋଜନା ସହାୟତା ରାଶି ପ୍ରଦାନ କରି ମୁଁ ଅତ୍ୟନ୍ତ ଖୁସି। ଏହା ଦ୍ୱାରା ରାଜ୍ୟର ୪୨ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାର ଉପକୃତ ହେବେ।
Source by Naveen Patnaik
(Visited 9 times, 1 visits today)