ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ସରକାରଙ୍କ ବିବିଧ ଯୋଜନା ବୁଣାକାରଙ୍କୁ ଆହୁରି ସ୍ୱାବଲମ୍ବୀ କରୁଛି। ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ₹୫୮,୦୮୫କୁ ବୃଦ୍ଧି ହୋଇଛି। ସେମାନଙ୍କ ପାଇଁ ଦକ୍ଷତା ତାଲିମ, ବିନା ସୁଧରେ ଋଣ ଆଦି ବ୍ୟବସ୍ଥା ସହ ‘ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା’ରେ ୯,୦୪୧ ଜଣ ବୁଣାକାର ଉପକୃତ ହେଉଛନ୍ତି। #Odisha …

ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ସରକାରଙ୍କ ବିବିଧ ଯୋଜନା ବୁଣାକାରଙ୍କୁ ଆହୁରି ସ୍ୱାବଲମ୍ବୀ କରୁଛି। ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ₹୫୮,୦୮୫କୁ ବୃଦ୍ଧି ହୋଇଛି। ସେମାନଙ୍କ ପାଇଁ ଦକ୍ଷତା ତାଲିମ, ବିନା ସୁଧରେ ଋଣ ଆଦି ବ୍ୟବସ୍ଥା ସହ ‘ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା’ରେ ୯,୦୪୧ ଜଣ ବୁଣାକାର ଉପକୃତ ହେଉଛନ୍ତି। #Odisha https://t.co/XtuNcQNBEX

<script async src="//platform.twitter.com/widgets.js" charset="utf-8"></script>



Source by CMO Odisha

(Visited 19 times, 1 visits today)

About The Author

You Might Be Interested In

Leave a Reply