ବୃଦ୍ଧି ପାଉଥିବା #COVID19 ସଂକ୍ରମଣକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ହିତକୁ …
ବୃଦ୍ଧି ପାଉଥିବା #COVID19 ସଂକ୍ରମଣକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ହିତକୁ @bmcbbsr ପକ୍ଷରୁ ଅଗ୍ରାଧିକାର ଦିଆଯାଇଛି। ବିଶେଷ କରି ଏକୁଟିଆ ରହୁଥିବା କିମ୍ବା ବାହାରକୁ ବାହାରି ପାରୁନଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରରେ ଯୋଗାଯୋଗ କଲେ ଟିକା ଓ ଟେଷ୍ଟିଂ ପାଇଁ ବିଏମସିର ସ୍ୱତନ୍ତ୍ର ଟିମ୍ ଘରେ ପହଞ୍ଚିବ। https://t.co/5Bg0qRTfbC
Source by CMO Odisha
(Visited 19 times, 1 visits today)